ଅନ୍ଧକାର ଘେରା ମୋର ଏ ଜୀବନ
ତୁମରି ଆଲୋକ କର ମୋତେ ଦାନ (2 times)
ସେଇ ଆଲୋକରେ ପଥ ନ ହରାଇ
କରୁଥିବି ସଦା ତୁମ ଗୁଣଗାନ ।
କିଦେବି ତୁମକୁ ହେ ଯୀଶୁ ରାଜନ
ନାହିଁ ମର ପାଶେ କିଛି ପ୍ରତି ଦାନ (2 times)
ଶୂନ୍ୟ ହୃଦୟ କୁ କର ପ୍ରଭୁ ପୁର୍ଣ
କରିବି ପ୍ରସଂଶା ଈଶ୍ଵ ନନ୍ଦନ
ଅନ୍ଧକାର ଘେରା ...........
।
ଲୋଡ଼ା ନାହିଁ ମୋର, ଧାନ ସସନମାନ
ତୁମ ପାଦ ପୁଜି ଯାଉ ଏ ଜୀବନ (2 times)
ରଖିଛ ଜଗତେ ମତେ ଯେତେ ଦିନ
ଶରଣ ନେବି ମୁଁ କ୍ରୁସ ଚରଣ
ଅନ୍ଧକାର ଘେରା ମୋର ଏ ଜୀବନ
ତୁମରି ଆଲୋକ କର ମୋତେ ଦାନ (2 times)
ସେଇ ଆଲୋକରେ ପଥ ନ ହରାଇ
କରୁଥିବି ସଦା ତୁମ ଗୁଣଗାନ ।