malik elmuluk

Sunday, 25 October 2020

Ama mana naukara Oditya christian song lyrics.

 

ଆମ ମନ ନୌକାର , ରକ୍ଷା କରି ହେ ଈଶ୍ୱର (2 times)

ମୁକତି ଦାତା, ପରମ ପିତା (2 times)

ଆମ ସାରା ଜୀବନର

 

ପାପର ସମୀର, ପାପର ଜୁଆର

କ୍ଷଣ କୁ କ୍ଷଣ , କରଇ ଅସ୍ଥିର (2 times)

କ୍ଷମା କର କ୍ଷମା ବନ୍ତ ଈଶ୍ୱର

ସକାଳ କଳୁଷ କର ହେ ଦୂର

କର ହେ ଦୂର

ଆମ ମନ ..................(1)

 

କରାଅ ତୁମର, ହେ ଜଗଦୀଶ୍ଵର

ତୁମ ପାଦ ପରାନ୍ତେ, ହେବାକୁ ସୁସ୍ଥିର (2 times)

ବଞ୍ଚି ବାକୁ ତୁମ ପାଇଁ ଶିଖାଅ

ଗାଇବାକୁ ଦିଅ ସଂଗୀତ ସୁର

ସଂଗୀତ ସୁରା

 

ଆମ ମନ ନୌକାର , ରକ୍ଷା କରି ହେ ଈଶ୍ୱର (2 times)

ମୁକତି ଦାତା, ପରମ ପିତା (2 times)

ଆମ ସାରା ଜୀବନର।

No comments:

Post a Comment

Namrataa se rahna yeshu ne kaha Hindi Christian song lyrics.

 नम्रता से रहना यीशु ने कहा अपने आप को छोटा कर यीशु ने कहा धन्य है वे जो नम्र है पृथ्वी के अधिकारी होंगे (2 time ) नम्रता से रहना..............