malik elmuluk

Sunday, 25 October 2020

Andhakara ghera mora a jivana song lyrics-ଅନ୍ଧକାର ଘେରା ମୋର ଏ ଜୀବନ.

 ଅନ୍ଧକାର ଘେରା ମୋର ଜୀବନ

ତୁମରି ଆଲୋକ କର ମୋତେ ଦାନ (2 times)

ସେଇ ଆଲୋକରେ ପଥ ହରାଇ

କରୁଥିବି ସଦା ତୁମ ଗୁଣଗାନ

 

କିଦେବି ତୁମକୁ ହେ ଯୀଶୁ ରାଜନ

ନାହିଁ ମର ପାଶେ କିଛି ପ୍ରତି ଦାନ (2 times)

ଶୂନ୍ୟ ହୃଦୟ କୁ କର ପ୍ରଭୁ ପୁର୍ଣ

କରିବି ପ୍ରସଂଶା ଈଶ୍ଵ ନନ୍ଦନ

ଅନ୍ଧକାର ଘେରା ...........

 

 

ଲୋଡ଼ା ନାହିଁ ମୋର, ଧାନ ସସନମାନ

ତୁମ ପାଦ ପୁଜି ଯାଉ ଜୀବନ (2 times)

ରଖିଛ ଜଗତେ ମତେ ଯେତେ ଦିନ

ଶରଣ ନେବି ମୁଁ କ୍ରୁସ ଚରଣ

 

ଅନ୍ଧକାର ଘେରା ମୋର ଜୀବନ

ତୁମରି ଆଲୋକ କର ମୋତେ ଦାନ (2 times)

ସେଇ ଆଲୋକରେ ପଥ ହରାଇ

କରୁଥିବି ସଦା ତୁମ ଗୁଣଗାନ

 

No comments:

Post a Comment

Namrataa se rahna yeshu ne kaha Hindi Christian song lyrics.

 नम्रता से रहना यीशु ने कहा अपने आप को छोटा कर यीशु ने कहा धन्य है वे जो नम्र है पृथ्वी के अधिकारी होंगे (2 time ) नम्रता से रहना..............