Note: (D#=Eb, G#=Ab, A#m=Bbm)
Intro:
D# C# A#m D# (2 times)
D# G#
D# F# / D#sus4…..
D# F#/ D#sus4 D#
D# F#/
D#sus4 D#
D# C#
ବିଧବାର ଦାନ ଥିଲା ଗୋପୋନରେ
A#m D#
ଗୃହିତ ହେଲା ପ୍ରଭୁରେ (2 ଥର)
D# G#
A#m D#
ଗୋପୋନରେ କର ଧରମ କରମ (2 ଥର )
Fm D# C#
ଯୀଶୁଙ୍କୁ ଭକତିଭରେ l
A#m D#
ଗୃହିତ ହେଲା ପ୍ରଭୁରେ
D# C#
ବିଧବାର ଦାନ ଥିଲା ଗୋପୋନରେ
A#m D#
ଗୃହିତ ହେଲା ପ୍ରଭୁରେ...............(0)
Introlud:
A#m Galexi & strings
A# strings
D# strings
A#m strings
A# Strings
D# A#m strings
D# C# A#m Sitar
A#m Strings
A# D# A#m Sarangi
A# D# Sarangi
G#m Sitar
D# G#m
ମନ୍ଦିର କୁ ଆସି ଫାରୁଷି ଜଣକ
C#/A#m D#
ନିଜ କର୍ମ ପ୍ରକାଶୀଲା
D# G#m
ଆତ୍ମ ଧାର୍ମିକତା ପ୍ରକାଶିବା ହେତୁ
C# D#
ପ୍ରାର୍ଥନା ଗ୍ରହଣ ହେଲା
Pre Introlude
D# Strings
C# Sitar
A#m Sitar
D# G#m D# Strings
D# G#m
ଧାର୍ମିକର ଭେକ ଧାରଣ କରିଲେ
C# D#
ଜୀବନ ନୂଆ ହୁଏନା
D# G#m
ସାଧୁ କି ଫାରୁଷି ଅନ୍ତରେ ଛଳନା
C# D#
ସତ୍ତ୍ୟରେ ନୁହନ୍ତି ଗଣନା
D# G# A#m D#
ଗୋପୋନରେ କର ଧରମ କରମ (2 ଥର)
Fm D# C#
ପ୍ରଭୁଙ୍କ ବାକ୍ୟାନୁସାରେ
A#m D#
ଗୃହିତ ହେଲା ପ୍ରଭୁରେ
D# C#
ବିଧବାର ଦାନ ଥିଲା ଗୋପୋନରେ
A#m D#
ଗୃହିତ ହେଲା ପ୍ରଭୁରେ .................(1)
Introlud:
A#m Galexi & strings
A# strings
D# strings
A#m strings
A# Strings
D# A#m strings
D# C# A#m
Sitar
A#m Strings
A# D# A#m Sarangi
A# D# Sarangi
G#m Sitar
D# G#m
ହୃଷ୍ଟ ଚିତ ମନେ ଜିଏ ଦାନ ଦିଏ
C# D#
ନ ରହିବ ଅଭାବରେ
D# G#m
ପ୍ରୋୟୋଜୋନ ଯାହା,ଯୋଗାଇବେ ଯୀଶୁ
C# D#
ନିରୂପିତ ସମୟରେ
Pre Introlude
D# Strings
G#m Sitar
C# Sitar
D# G#m D# Strings
D# G#m
ଉପବାସ ପୁଣି ପ୍ରାର୍ଥନା ହି ଅଟେ
C# D#
ବଳ ଖ୍ରୀଷ୍ଟ ବିଶ୍ବାସୀର
D# G#m
ଅସାଧ୍ୟ ସାଧନା ହୋଇ ଥାଏ ମନ
C# D#
ବିଶ୍ଵାସିରେ ଥିଲେ ସ୍ଥିର
D# G# A#m D#
ଗୋପୋନରେ କର ଧରମ କରମ (2 ଥର)
Fm D# C#
ପ୍ରଭୁଙ୍କ ବାକ୍ୟାନୁସାରେ
A#m D#
ଗୃହିତ ହେଲା ପ୍ରଭୁରେ .................(2)
D# C#
ବିଧବାର ଦାନ ଥିଲା ଗୋପୋନରେ
A#m D#
ଗୃହିତ ହେଲା ପ୍ରଭୁରେ
D# G# A#m D#
ଗୋପୋନରେ କର ଧରମ କରମ (2 ଥର )
Fm D# C#
ଯୀଶୁଙ୍କୁ ଭକତିଭରେ l
A#m D#
ଗୃହିତ ହେଲା ପ୍ରଭୁରେ
D# C#
ବିଧବାର ଦାନ ଥିଲା ଗୋପୋନରେ
A#m D#
ଗୃହିତ ହେଲା ପ୍ରଭୁରେ..
A#m D#
ଗୃହିତ ହେଲା ପ୍ରଭୁରେ..
A#m D#
ଗୃହିତ ହେଲା ପ୍ରଭୁରେ..l